ଭୁବନେଶ୍ୱର : ନୂଆପଡା ପରାଜୟ ପରେ ଗୃହ ଶତ୍ରୁ ବିଭୀଷଣ କଥା ଉଠାଇଲେ ଭକ୍ତ ଦାସ । ଆମ ଦଳର ବିଭୀଷଣଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଆତ୍ମ ସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ ପାଇଁ ୨ୟ । ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ ବୋଲି କହିଛନ୍ତି ପିସିସି ।
Views: 38











