The Ultimate Managed Hosting Platform
ADVERTISEMENT

ନୂଆପଡାରେ ପୁଣି ବାଘ ଆତଙ୍କ

Facebook
Twitter
LinkedIn

ନୂଆପଡା : ଗାଁ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଆମାନାରା ସେକ୍ସନ କୁକୁଡା ତାଳ ଗାଁ ନିକଟ ମୁଶରଙ୍ଗି ଜଙ୍ଗଲରେ ବୁଲୁଛି । ମୁସରିଙ୍ଗ ସଂରକ୍ଷିତ ଜଙ୍ଗଲ ଅଂଚଳରେ ବୁଲୁଛି କଲରିଆ ପତରିଆ ବାଘ। ଆଜି ସକାଳେ ଜଙ୍ଗଲର ଏକ ପାହାଡ଼ ଚଟାଣ ଉପରେ ଏକ କଳରାପତରିଆ ବାଘ ବସିଥବା ଦେଖିଥିଲେ କୁକୁଡ଼ାଟାଲ ଗ୍ରାମବାସୀ ।ବାଘକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଗାଁରେ ପହଁଚିଲା ବନ ବିଭାଗ । ଖବରପାଇ ବନବିଭାଗ କର୍ମଚାରୀ କୁକୁଡାଟାଲ ଗାଁରେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ସତର୍କ ରହିବାକୁ ଗାଁଲୋକଙ୍କୁ ସଚେତନ କରାଇଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login