The Ultimate Managed Hosting Platform
ADVERTISEMENT

ନିର୍ବାଚନ ଲଢିବେନି ସୈାମ୍ୟ!

Facebook
Twitter
LinkedIn

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବେନି ବୋଲି କହିଲେ ସୈାମ୍ୟ ପଟ୍ଟନାୟକ । ନିର୍ବାଚନ ଲଢିବି କି ନାହିଁ ନିଷ୍ପତ୍ତି ନେଇନି, ପ୍ରାୟ ଲଢିବି ନାହିଁ । ମୋର ଦଳ ନାହିଁ କି ଖବରକାଗଜ ନାହିଁ , ମୋର କିଛି ନାହିଁ । ସମ୍ପାଦକ ପଦ ଛାଡିବା ନେଇ ଉତ୍ତର ରଖିଲେ । କହିଲେ ଯେଉଁ ସାମ୍ବାଦିକଙ୍କୁ ଗଢିଛିଲା , ତାଙ୍କ ଗୁଣ ଦେଖି ଛାଡିଲି ବୋଲି କହିଲେ । ମିଛ କଥା ନେଇ ଏତଲା କରିବେ , ତାକୁ କିଏ ବରଦାସ୍ତ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login