The Ultimate Managed Hosting Platform
ADVERTISEMENT

ନିର୍ବାଚନ ପୂର୍ବରୁ ଜୋରଦାର ଚେକିଂ

Facebook
Twitter
LinkedIn

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଜୋରଦାର ଚେକିଂ । ସାରାରାତି ଚେକିଂ କରୁଛନ୍ତି ପୋଲିସ କର୍ମଚାରୀ । ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସାରା ରାତି ଚେକିଂ କରିଛୁ ପୋଲିସ ।ସବୁ ଗାଡିର ଡିକି ଖୋଲି ଚେକିଂ କରୁଛି ପୋଲିସ । ନିର୍ବାଚନ ସମୟରେ କୌଣସି ଅଘଟଣକୁ ଏଡାଇବା ପାଇଁ ସଜାଗ ରହିଛି ପୋଲିସ । ସେଥିପାଇଁ ରାତିରେ ସବୁ ଗାଡିକୁ ଚେକିଂ କରାଯାଉଛି । ଅପରାଧିକ ଘଟଣାକୁ ରୋକିବା ପାଇଁ ଚେକିଂ ଜୋରଦାର କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login