ଭୁବନେଶ୍ୱର : ନିମ୍ନମାନର ଛତୁଆ ଦେଇ କୋମଳ ମତି ଛୁଆ ସହ ଖେଳୁଛନ୍ତି ଏସଏଚଜି । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ରଖିଲେ ଲିଖିତ ଉତ୍ତର । ୫ ବର୍ଷରେ ନିମ୍ନମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ ଏସଏଚଜି କଳା ତାଲିକାଭୁକ୍ତ କରିଛନ୍ତି ସରକାର । ୩ଟି ଏସଏଚଜିକୁ ମଗା ଯାଇଛି କାରଣ ଦର୍ଶାଅ ନୋଟିସ ।
Views: 58











