ଭୁବନେଶ୍ୱର: ରାଜରାସ୍ତାରେ ଆଶାକର୍ମୀ । ବାରମ୍ବାର ଦାବି ପୂରଣ ନେଇ ଅଭିଯୋଗ କରିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ବନ୍ଦ କରନ୍ତୁ । ଯେଉଁ ମୁଖ୍ୟ ଦାବି ରହିଛି ସରକାରୀ ମାନ୍ୟତା ସରକାର ଖୁବ ଶୀଘ୍ର ପୂରଣ କରନ୍ତୁ । ଏହା ସହ ମାସିକ ୧୮ ହଜାର ଟଙ୍କା ଦରମା , ବୀମା, ପେନସନ ଲାଗୁ କରାଯାଉ , ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି କରିଛି ସଂଘ । ସରକାର ଯେଉଁଭଳି ଭାବେ ଆଶା କର୍ମୀଙ୍କୁ ଖଟାଉଛନ୍ତି ତେଣୁ ସମାନ କାମକୁ ସମାନ ଦରମା ମଧ୍ୟ ପ୍ରଦାନ କରିବା ନେଇ ସଂଘ ଉଲ୍ଲେଖ କରିଛି । ବାରମ୍ବାର ଏ ନେଇ ଦାବିକଲେ ସୁଧା ସରକାର ପୂରଣ କରୁନାହାନ୍ତି । ମିଛ ପ୍ରତିଶ୍ରୁତି ଦେଇ କେବଳ ଠକି ଚାଲିଛନ୍ତି । ଯଦି ଦାବି ପୂରଣ ନ ହୁଏ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦକରିବା ନେଇ ଚେତାବନୀ ଦେଇଛନ୍ତି ଆଶାକର୍ମୀ । ସମସ୍ତ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟ ନ କରିବା ପାଇଁ ଚେତାବନୀ । ଯଦି ଦାବି ପୂରଣ ନ ହୁଏ ତେବେ ଏହାର ଜବାବ ୨୦୨୪ ନିର୍ବଚନରେ ଦିଆଯିବ ବୋଲି କହିଛନ୍ତି ଆଶାକର୍ମୀ ।
ନିଜ ହକ୍ ଦାବି ନେଇ ରାଜରାସ୍ତାରେ ଆଶାକର୍ମୀଙ୍କ ବିକ୍ଷୋଭ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











