The Ultimate Managed Hosting Platform
ADVERTISEMENT

ନିଜକୁ ଜାଳିଦେଲେ ମହିଳା !

Facebook
Twitter
LinkedIn

କାମାକ୍ଷାନଗର : ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମାହୁତି ଅଭିଯୋଗ । ଭୁବନ ଏନଏସି ପୁରୁଣା ଥାନା ଅଞ୍ଚଳରେ ଆତ୍ମାହୁତି ଉଦ୍ୟମ ଅଭିଯୋଗ । ପାରିବାରିକ କଳହରୁ ଦେହରେ ନିଆଁ ଲଗାଇଥିବା ସୂଚନା । କିସ୍ତି ଟଙ୍କା ଦେବାକୁ ନେଇ କଳହ ପରେ ଜୀବନ ହାରିବା ଉଦ୍ୟମ କରିଛନ୍ତି । ମହିଳା ଜଣକ ୫୦ ପ୍ରତିଶତ ପୋଡି ଯାଇଥିବା ସୂଚନା । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login