The Ultimate Managed Hosting Platform
ADVERTISEMENT

ନିଆଁ ପୁଇଁବା ବେଳେ ଜଳିଗଲେ ମହିଳା

Facebook
Twitter
LinkedIn

କାମାକ୍ଷାନଗର: ନିଆଁ ପୁଇଁବା ବେଳେ ନିଆଁ ଲାଗି ଜଳିଗଲେ ମହିଳା । ମହିଳା ଜଣକ ଗୁରୁତର ହୋଇଛନ୍ତି । ବାମ ପଞ୍ଚାୟତ ଚାଉଳିଆ ଝରଣ ଗାଁରେ ନିଆଁ ପୁଇଁବା ବେଳେ ଅଘଟଣ । ଶାଢୀରେ ନିଆଁ ଲାଗି ମହିଳା ଗୁରୁତର । ତାଙ୍କୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଛି ।ସୂଚନା ମୁତାବକ ଆଜି ଭୋର ସମୟରେ ଗୌରି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ସମ୍ମୁଖରେ ନିଆଁ ପୋଇଁ ହେଉଥିଲେ। ଅସାବଧାନତା ଯୋଗୁ ତାଙ୍କ ପିନ୍ଧା ଲୁଗାରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login