The Ultimate Managed Hosting Platform
ADVERTISEMENT

ନିଆଁରେ ପୋଡି ଗୁରୁତର ଛାତ୍ରୀଙ୍କ ମୃୃତ୍ୟୁ

Facebook
Twitter
LinkedIn

ସୁନ୍ଦରଗଡ : ନିଆଁରେ ପୋଡି ରାଜଗାଙ୍ଗପୁର ଲାଞ୍ଜିବେରନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ । ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଛାତ୍ରୀ । ନ୍ଖକ୍ସ ଶରୀରରେ କିରୋସିନ ଢାଳି ନିଜକୁ ଜାଳି ଦେଇଥିଲେ ନାବାଳିକା ଛାତ୍ରୀ । ୯୦ ପ୍ରତିଶତ ପୋଡି ଯାଇଥିଲା , ମୁମୂର୍ଷୁ ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି ହୋଇଥିଲେ । ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ । ସ୍ବାସ୍ଥାବସ୍ଥା ସ୍ଥିର ରହିଥିଲେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଥାନ୍ତା । ତା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଶୁକ୍ରବାର ରାତିରେ ସେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପୀଡ଼ିତା ଛାତ୍ରଙ୍କ ପରିବାର ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login