The Ultimate Managed Hosting Platform
ADVERTISEMENT

ନାବାଳକ ଜୀବନ୍ତ ଦଗ୍ଧ

Facebook
Twitter
LinkedIn

ରାଉରକେଲା : ଦୂର୍ଗା ପୂଜା ପେଣ୍ଡାଲରେ ନାବାଳକ ଜୀବନ୍ତ ଦଗ୍ଧ । ସେକ୍ଟର-୬ ଟେଲିଫୋନ ଭବନ ପାଖ ଦୁର୍ଗା ପେଣ୍ଡାଲରେ ପୋଡିଗଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛିକ୍ଷ ମୃତକ ହେଲେ ସେକ୍ଟର ୬ ବିବେକାନନ୍ଦପାଲିର ଅଜୟ ମହାରଣାଙ୍କ ପୁଅ ବାଦଲ ମହାରଣା (୧୨) । ସୂଚନା ଅନୁସାରେ ସେକ୍ଟର ୬ ଟେଲିଫୋନ୍ ଭବନ ଦୁର୍ଗା ପେଣ୍ଡାଲରେ ଆଜି ଅପରାହ୍ଣରେ ୫ ଜଣ ଶିଶୁ ଖେଳୁଥିଲେକ୍ଷ ଏଥିରୁ ସେକ୍ଟର-୭ ମାର୍କେଟସ୍ଥିତ ଏକ କୁକୁଡ଼ା ଦୋକାନରେ କାମ କରୁଥିବା ଅଜୟ ମହରାଣାଙ୍କ ପୁଅ ବାଦଲ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲାକ୍ଷ ଅନ୍ୟ ୪ ଜଣ ଶିଶୁ ସେଠାରୁ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login