The Ultimate Managed Hosting Platform
ADVERTISEMENT

ନାବାଳକକୁ ହତ୍ୟା, ଜଣେ ଅଟକ

Facebook
Twitter
LinkedIn

ଖୋର୍ଦ୍ଧା : ଖୋର୍ଦ୍ଧା ଜଟଣୀରେ ଘରେ ପଶି ନାବାଳକକୁ ହତ୍ୟା ଘଟଣା । ଜଣେ ଅଭିଯୁକ୍ତ ଅଟକ ରହିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ । ଅଭିଯୁକ୍ତ ଅପରାଧ ସ୍ୱୀକାର କରିଥିବା ଡିସିପିଙ୍କ ସୂଚନା । କାଲି ବେଣା ପଞ୍ଜୁରୀ ଗାଁରେ ନାବାଳକକୁ ଛୁରାମାଡ ହୋଇଥିଲା । ପଢୁଥିବା ବେଳେ ଘରେ ପଶି ନାବାଳକକୁ ହତ୍ୟା କରିଥିଲା ଦୁର୍ବୁତ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login