The Ultimate Managed Hosting Platform
ADVERTISEMENT

ନବ ହତ୍ୟା : ୩ ଅଧିକାରୀଙ୍କ ବୟାନ ରେକର୍ଡ

Facebook
Twitter
LinkedIn

ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ । ଝାରସୁଗୁଡା ବିମାନବନ୍ଦରରେ ୩ ଅଧିକାରୀଙ୍କ ବୟାନ ରେକର୍ଡ । ବିମାନ ବନ୍ଦର ନିଦେ୍ର୍ଦଶକ, ଚିଫ ସିକ୍ୟୁରିଟି ଅଫିସରଙ୍କ ବୟାନ ରେକର୍ଡ । ଟର୍ମିନାଲ ମ୍ୟାନେଜରଙ୍କ ମଧ୍ୟ ବୟାନ ରେକର୍ଡ । ଝାରସୁଗୁଡା ବିମାନବନ୍ଦର ପରେ ମେଡିକାଲରେ ତନାଘନା । ମେଡିକାଲରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମର ତନଘନା । କିଛି ତଥ୍ୟ ସଂଗ୍ରହ ବୟାନ ରେକର୍ଡ କରିପାରେ ଟିମ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login