The Ultimate Managed Hosting Platform
ADVERTISEMENT

ନବୀନ ସବୁଠୁ ବଡ ଜନବିରୋଧୀ-ଜୟ ନାରାୟଣ

Facebook
Twitter
LinkedIn

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଜୟ ନାରାୟଣ । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ଧମକେଇବା ଲାଗି ଚେଷ୍ଟା କରୁଛନ୍ତି କହିଲେ ଜୟନାରାୟଣ । ମୁଖ୍ୟମନ୍ତ୍ରୀଙ୍କୁ ଯିଏ ବିରୋଧ କରବ ସେ ବିଧାନସଭା ଆସିପାରବ ନାହିଁ । ଯିଏ ବିରୋଧରେ କୁହନ୍ତି ସେମାନଙ୍କୁ ଗୃହରେ ନ ପୂରାଇବାକୁ ନବୀନ ଚେଷ୍ଟା କରନ୍ତି । ବିଜୟ ମହାପାତ୍ର, ନଳିନୀ ମହାନ୍ତି , ପ୍ରଶାନ୍ତ ନନ୍ଦ ଉଦାହରଣ । ନବୀନ ହେଲେ ସବୁଠୁ ବଡ ଜନବିରୋଧୀ । ଯେମିତି ଜନବିରୋଧୀ କାମ କରୁଛନ୍ତି ଲାଗୁଛି ଆଉ ବିଧାନସଭା ଫେରିବିନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login