ଭୁବନେଶ୍ୱର ; ନବୀନ ନିବାସରେ ଦୁଇ ବିଜେଡି କର୍ପୋରେଟର ପହଁଚିଲେ । ସମର୍ଥକଙ୍କ ସହ ଆସିଲେ ଅମରେଶ ଜେନା ଓ ବିରଞ୍ଚô ମହାସୁପକାର । ଟିକଟ ଲବି ପାଇଁ ନବୀନ ନିବାସରେ ଉଭୟ ନେତା । ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ଟିକେଟ ପାଇବା ପାଇଁ ନବୀନ ନିବାସ ମୁହାଁ ପ୍ରାର୍ଥୀ । ପୂର୍ବରୁ ମଧ୍ୟ ଅମରେଶ ଜେନା ୨ -୨ ଥର ନବୀନ ନିବାସ ଯାଇ ଆସିଲେଣି । ଆଗକୁ କଣ ହେଉଛି ତାଙ୍କ ସ୍ଥିତି ଦେଖିବାକୁ ବାକି ରହିଲା ।
Views: 126











