The Ultimate Managed Hosting Platform
ADVERTISEMENT

ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର

Facebook
Twitter
LinkedIn

ଗଜପତି : ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର । ନାଳ ସଫା କରୁଥିବା ସମୟରେ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ଦେହ ଠାବ ହୋଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ପାରଳାଖେମୁଣ୍ଡି ସହରର ମାର୍କେଟ ରାସ୍ତାରେ ସୁନା ଦୋକାନ ପାଖରେ ଥିବା ଏକ ନାଳରେ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ନବଜାତ ଶିଶୁଟି କନ୍ୟା ନା ଶିଶୁ ପୁତ୍ର ସ୍ପଷ୍ଟ ହୋଇନି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login