The Ultimate Managed Hosting Platform
ADVERTISEMENT

ନକଲି ସାର୍ଟିଫିକେଟ ମାମଲା ; ରିମାଣ୍ଡରେ ଆସିବେ ମାଷ୍ଟରମାଇଣ୍ଡ !

Facebook
Twitter
LinkedIn

ବଲାଙ୍ଗୀର : ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ମାମଲା । ରିମାଣ୍ଡରେ ଆସିବେ ମନୋଜ ମିଶ୍ର ଓ ଆଲୋକ ଉଦଗାତା । ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ କ୍ରାଇମବ୍ରାଞ୍ଚର ଆବେଦନ । ୨ ଅଭିଯୁକ୍ତଙ୍କୁ ଆଣି ମୁହାଁମୁହିଁ ଜେରା ସମ୍ଭାବନା । ଜେରା ବେଳେ ଖୋଲିପାରେ ନକଲି ସାର୍ଟିଫିକେଟ ମାମଲାର ଗୁମର । ପୁଣି ଥରେ ଟାଉନ ଥାନାରେ ତଦନ୍ତକାରୀ ଟିମ୍ । ପୁଲିସ ଅଧିକାରୀଙ୍କ ସହ ତଦନ୍ତକାରୀ ଟିମର ଆଲୋଚନା । ଆଜି ପୋଷ୍ଟ ଅଫିସ ଯାଇ ଯାଞ୍ଚ କରିପାରେ କ୍ରାଇମବ୍ରାଞ୍ଚ ।

ନକଲି ସାର୍ଟିଫିକେଟ : କୋଚିଂ ସେଣ୍ଟରରେ ରେଡ୍
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login