The Ultimate Managed Hosting Platform
ADVERTISEMENT

ଧାରଣାରେ ଓମଫେଡ ଡ୍ରାଇଭର

Facebook
Twitter
LinkedIn

କଟକ : ଓମଫେଡ ଡ୍ରାଇଭରଙ୍କ ଆନେ୍ଦାଳନ । ଓମଫେଡ ଡ୍ରାଇଭରଙ୍କୁ ପୋଲିସ ଅଟକ ଅଭିଯୋଗରେ ଅନ୍ୟ ଓମଫେଡ୍ ଡ୍ରାଇଭରଙ୍କ ଆନ୍ଦୋଳନ। କଟକ ବାଙ୍କୀ ନରାଜ ସ୍ଥିତ ଅରିଲୋ ଓମ୍ଫେଡ଼ ପ୍ଲାଣ୍ଟରୁ କ୍ଷୀର ଚୋରି ଅଭିଯୋଗରେ ଗୋଡିସାହି ଫାଣ୍ଡି ପୋଲିସ ଜଣେ ଓମ୍ଫେଡ଼ ଗାଡି ଡ୍ରାଇଭରକୁ ଗିରଫ କରିଛି। ଏହାର ପ୍ରତିବାଦ କରି ନରାଜ ଅରିଲୋ ସ୍ଥିତ ଓମ୍ଫେଡ଼ ପ୍ଲାଣ୍ଟର ଗେଟ ସମ୍ମୁଖରେ ଓମ୍ଫେଡ଼ ଗାଡ଼ିର ଅନ୍ୟ ସାଥି ଡ୍ରାଇଭର ଧାରଣା ଦେଇଛନ୍ତି। ଓମ୍ଫେଡ଼ ପ୍ଲାଣ୍ଟରୁ ୧୪୦ ଲିଟର କ୍ଷୀର ଚୋରି ହୋଇଥିବା ନେଇ ଗତକାଲି ଗୋଡିସାହି ଫାଣ୍ଡିରେ ଓମ୍ଫେଡ଼ ପକ୍ଷରୁ ଜଣେ କର୍ମଚାରୀ ଓ ସିକୁରୀଟି ଗାର୍ଡ ଅଭିଯୋଗ କରିଥିଲେ। ଏ ନେଇ ୩ ଜଣଙ୍କ ନାମରେ ଅଭିଯୋଗ ହେବା ପରେ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଡ୍ରାଇଭରକୁ ଗିରଫ କରିଛି। ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇନଥିବାରୁ ଏହାକୁ ନେଇ ପ୍ରତିବାଦ କରିଛନ୍ତି ଅନ୍ୟ ଓମଫେଡ ଡ୍ରାଇଭର। ପ୍ରତିବାଦ କରି ଅରିଲୋ ପ୍ଲାଣ୍ଟର ସମସ୍ତ ଓମଫେଡ୍ ଡ୍ରାଇଭର କ୍ଷୀର ସପ୍ଲାୟ ବନ୍ଦ କରି ଧାରଣା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login