The Ultimate Managed Hosting Platform
ADVERTISEMENT

ଧର୍ମେନ୍ଦ୍ର ପ୍ରଧାନଙ୍କ ‘ଆନ୍ଧ୍ର ଗୋ ବ୍ୟାକ’ ନାରାକୁ ନିନ୍ଦା କଲା ଆନ୍ଧ୍ର

Facebook
Twitter
LinkedIn

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ଆନ୍ଧ୍ର ଗୋ ବ୍ୟାକ୍’ ନାରାକୁ ନେଇ ତେଜିବାରେ ଲାଗିଛି ରାଜନୀତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ନାରାକୁ ନିନ୍ଦା କରିଛି ଆନ୍ଧ୍ର । ସାଲୁର ଠାରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା ତଥା ସାଲୁର ବିଧାୟକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀଙ୍କ ଏପରି ଆଚରଣକୁ ନିନ୍ଦା କରିଛନ୍ତି । କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ବୟାନ ସମ୍ପୂର୍ଣ୍ଣ ନିନ୍ଦନୀୟ । ସେ ତାଙ୍କ ମନ୍ତବ୍ୟକୁ ଫେରାଇ ନିଅନ୍ତୁ ବୋଲି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଉକ୍ରଳ ଦିବସରେ କେନ୍ଦ୍ରମନ୍ତ୍ରୀ କୋଟିଆ ଗସ୍ତ କରିଥିଲେ । କୋଟିଆର ଗ୍ରାମପୁଞ୍ଜରେ ଆନ୍ଧ୍ରର ଜଣେ ଅଧିକାରୀଙ୍କୁ ‘ଆନ୍ଧ୍ର ଗୋ ବ୍ୟାକ’ର ନାରା ଦେଇ ସଂପୃକ୍ତ ଅଧିକାରୀଙ୍କୁ ତଡ଼ି ଦେଇଥିଲେ କେନ୍ଦ୍ରମନ୍ତ୍ରୀ । କୋଟିଆ ଏକ ବିବାଦୀୟ ଅଂଚଳ ବୋଲି ଆନ୍ଧ୍ର ଅଧିକାରୀମାନେ କହିବା ପରେ, ଧର୍ମେନ୍ଦ୍ର କହିଛନ୍ତି, କୋଟିଆ କେବଳ ଓଡିଶାର । ଆନ୍ଧ୍ରର ନୁହେଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login