The Ultimate Managed Hosting Platform
ADVERTISEMENT

ଧବଳେଶ୍ୱର ପୀଠରେ ଆଜିଠୁ ପଞ୍ଚକ

Facebook
Twitter
LinkedIn

ଆଠଗଡ : ବାବା ଧବଳେଶ୍ୱରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ । କଟକର ଅନ୍ୟତମ ଶୈବପୀଠ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ । ପଞ୍ଚକ ବ୍ରତର ପ୍ରଥମ ଦିନରେ ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା । ପଞ୍ଚକ ଓ ବଡଓଷା ପାଇଁ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା । ୧୪ ଟି ଟ୍ରାଫିକ ପୋଷ୍ଟ ରହିଛି । ଦୁଇ ଚକିଆ ଯାନ ନୂଆପାଟଣା ଛକରୁ ପାଇକରାପୁର ଗାଡି ଷ୍ଟାଣ୍ଡକୁ ଯିବ । ୪ ଚକିଆ ଗାଡି ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡିଆରେ ପାର୍କି ବ୍ୟବସ୍ଥା । ଏନଏଚ ୫୫ ଦେଇ ବାଳି ଛକରୁ ସୁନିଆମୁହଁ ରାସ୍ତାରେ ଆସିବ ରାସ୍ତାରେ ଆସିବ ୪ ଚକିଆ ଗାଡି । ୨ ଅତିରିକ୍ତ ଏସପି, ୮ ଡିଏସପି , ୨୦ ଆଇଆଇସି ସମେତ ୧୫ ପ୍ଲାଟୁନ ଫୋର୍ସ ମୁତୟନ । ୩୨ଟି ସ୍ଥାନରେ ସିସିଟି ସ୍ଥାନରେ ସିସିଟିଭି ଲାଗିଥିବା କଟକ ଗ୍ରାମାଞ୍ଚଳ ଏସପିଙ୍କ ସୂଚନା । ଓଡ୍ରାଫ, ଅଗ୍ନିଶମ ଟିମ୍ ମୁତୟନ ରହିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login