ଭୁବନେଶ୍ୱର : ଅଖା ବିତରେ ରଶି ବନ୍ଧା ଅବସ୍ଥାରେ କଙ୍କାଳ ଉଦ୍ଧାର । ଧଉଳି ଖଟୁଆପଡା ନିକଟ ଦୟା ନଦୀରୁ କଙ୍କାଳ ଉଦ୍ଧାର । କଙ୍କାଳକୁ ରଶିରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । କାହାର କଙ୍କାଳ ଏବଂ ଏଠାକୁ କିଭଳି ଆସିଲା ସେ ନେଇ କୈାଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଧଉଳି ଥାନା ପୋଲିସ ଘଟଣା ସ୍ଥଳରେ ପହଁରି ତଦନ୍ତ ଆରମ୍ଭ କରିଛି । ଏ ହତ୍ୟାଜନିତ ଘଟଣା କିମ୍ବା ନଦୀରେ ବୁଡି ମୃତ୍ୟୁ ହୋଇଥିବା କୈାଣସି ବ୍ୟକ୍ତିଙ୍କ କଙ୍କାଳ ହୋଇଥାଇ ପାରେ ବୋଲି ପୋଲିସ ସନେ୍ଦହ କରୁଛି ।
Views: 87











