The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଦୋକାନ ବନ୍ଦ କରି ଫେରୁଥିବା ବେଳେ ୩୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୁତ୍ତ

Facebook
Twitter
LinkedIn

ଉଦଳା : ବନ୍ଧୁକ ଦେଖାଇ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଉଦଳା – ବାରିପଦା ରାଜ୍ୟ ରାଜପଥର ଖୁଣ୍ଟା ଥାନା ବାଲିମୁଣ୍ଡଳୀ ଛକ ନିକଟରେ ଏହି ଲୁଟ୍ ହୋଇଛି । ବାସିପିଠା ଅଞ୍ଚଳରେ ମହାଲକ୍ଷ୍ମୀ ଅଳଙ୍କାର ନାମକ ଗହଣା ଦୋକାନ କରିଥିବା ସୁନ୍ଦର ନାରାୟଣ ସାହୁ ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ବାଇକରେ ଆସୁଥିଲେ । ସୁନା ଅଳଙ୍କାର ବ୍ୟାଗରେ ନେଇ ଆସୁଥିବା ବେଳେ , ୨ଟି ବାଇକରେ ୪ ଜଣ ଲୁଟେରା ତାଙ୍କୁ ପିଛା କରୁଥିଲେ । ବାଲିମୁଣ୍ଡଳୀ ଛକ ନିକଟରେ ତାଙ୍କୁ ଅଟକାଇ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପହଲଗାମ ଆକ୍ରମଣ : ଏନଆଇଏର ବଡ ଖୁଲାସା , ଆକ୍ରମଣରେ ସହଯୋଗ କରିଥିଲେ ୧୦ ସ୍ଥାନୀୟ ବାସୀନ୍ଦା !

ପହଲଗାମ ଆକ୍ରମଣ : ଏନଆଇଏର ବଡ ଖୁଲାସା , ଆକ୍ରମଣରେ ସହଯୋଗ କରିଥିଲେ ୧୦ ସ୍ଥାନୀୟ ବାସୀନ୍ଦା !

ନୂଆଦିଲ୍ଲୀ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ନେଇ ତଦନ୍ତକାରୀ ସଂସ୍ଥା ଏନଆଇଏ ବଡ଼ ଖୁଲାସା କରିଛି । ହମଲାକାରୀଙ୍କୁ ୧୦ ଜଣ ସ୍ଥାନୀୟ ବାସିନ୍ଦା ସାହାଯ୍ୟ କରିଛନ୍ତି...

ADVERTISEMENT
ଆଜିଠୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ

ଆଜିଠୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଚାରଧାମ ଯାତ୍ରା ପାଇଁ ଆଜିଠାରୁ ଅଫଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଚାରଧାମ ଯାତ୍ରା ୩୦ ଏପ୍ରିଲରୁ ଆରମ୍ଭ ହେଉଛି । ଏହି...

Login