The Ultimate Managed Hosting Platform
ADVERTISEMENT

ଦେଶରେ ଦୈନିକ ସଂକ୍ରମଣ ୩ ହଜାର ଟପିଲା

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣ ୩ ହଜାର ଟପିଛି । ୨୪ ଘଣ୍ଟାରେ ୩ ହଜାର ୧୬ ନୂଆ ଆକ୍ରାନ୍ତ ଚିହ୍ନଟ । ଏହା ସହ ୬ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୩ ଜଣ, ଦିଲ୍ଲୀରେ ୨ ଜଣ ଏବଂ ହିମାଚଳ ପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଗତକାଲି ତୁଳନାରେ ୪୦ ପ୍ରତିଶତ ଅଧିକ ବଢିଲା । ଗତକାଲି ଅପେକ୍ଷା ୮୬୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୫୦୯ରେ ପହଁଚିଲା । ୨୪ ଘଣ୍ଟାରେ ସୁସ୍ଥ ହେଲେ ୧ ହଜାର ୩୯୬ ଜଣ ।
ସଂକ୍ରମଣ ବୃଦ୍ଧି ବଢାଇଲା ଚିନ୍ତା । ଏ ନେଇ ସରକାର ବୈଠକ ଡାକିଛନ୍ତି । କରୋନାକୁ ନେଇ ଦିଲ୍ଲୀ ସରକାର ବୈଠକ ଡାକିଛନ୍ତି । ଜରୁରୀ ବୈଠକ ଡାକିଛନ୍ତି କେଜ୍ରିୱାଲ ସରକାର । ବୈଠଳରେ ସାମିଲ ହେବେ ଡାକ୍ତର ଓ ବିଶେଷଜ୍ଞ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login