The Ultimate Managed Hosting Platform
ADVERTISEMENT

ଦେଶବ୍ୟାପୀ ଟ୍ରକ ଚାଳକଙ୍କ ଧର୍ମଘଟ,ବଢିପାରେ ବଜାର ଦର

Facebook
Twitter
LinkedIn

ନୂଆଦିଲ୍ଲୀ : ଟ୍ରକ ଚାଳକଙ୍କ ଧର୍ମଘଟ । ଦେଶରେ ଚାଲୁନି ଅଧା ଟ୍ରକ । ଯାହାର ପ୍ରଭାବ ସିଧା ସଳକ ବଜାର ଉପରେ ପଡିବ । ଆନ୍ଦୋଳନ କରିଛନ୍ତି ଟ୍ରକ୍ ଡ୍ରାଇଭର୍ । ହିଟ୍ ଆଣ୍ଡ ରନ୍ ଆଇନ୍ ଅନୁଯାୟୀ ଅଧିକ ଦଣ୍ଡ ଏବଂ ଜରିମାନା ବିରୋଧରେ ସାରା ଦେଶରେ ପ୍ରାୟ ଅଧା ଟ୍ରକ୍ ଚାଲୁନି । ଏହି ପ୍ରତିବାଦରେ ଯୋଗ ଦେଉଥିବା ଡ୍ରାଇଭରଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ଡ୍ରାଇଭରମାନେ ଟ୍ରକକୁ ରାସ୍ତାରେ ଛାଡି ଚାଲିଯାଉଛନ୍ତି।
ଆଜି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ଜାମ୍ମୁ କାଶ୍ମୀର, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ଅବସ୍ଥା ଆହୁରି ଖରାପ ହୋଇପାରେ। ଅଲ ଇଣ୍ଡିଆ ମୋଟର ପରିବହନ କଂଗ୍ରେସ ଆଜି ଅପରାହ୍ନରେ ସାରା ଦେଶରେ ପରିବହନ ୟୁନିଅନର ଏକ ବୈଠକ ଡାକିଛି । ଯେଉଁଥିରେ ଆଗାମୀ ରଣନୀତି ସ୍ଥିର କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login