The Ultimate Managed Hosting Platform
ADVERTISEMENT

ଦେବିନା ବାନାର୍ଜୀଙ୍କ ଘରକୁ ଆସିଲା କୁନି ପରୀ।

Facebook
Twitter
LinkedIn

ମୁମ୍ଵାଇ ୧୧।୧୦: ଦେବିନା ବାନାର୍ଜୀ ଏବଂ ଗୁରୁମିତ ଚୌଧୁରୀ ପୁଣି ଥରେ ପିତାମାତା ହେଲେ। ୭ ମାସ ପରେ ଦେବିନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ଗୁରମିତ୍‌ ନିଜ ସୂଚନା ଦେଇ ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି କ୍ୟାପସନରେ ଅଭିନେତା ଲେଖିଛନ୍ତି – ଇଟ୍ସଏ ଗର୍ଲ । ତାଙ୍କ ପ୍ରଶଂସକଙ୍କୁ ଏହି ଗୁଡ ନ୍ୟୁଜ୍‌ ଦେପୂର୍ବରୁ ଝିଅ ଲିଆନାଙ୍କୁ ଜନ୍ମ ଦେଇଥିଲେ ଦେବିନା।

ଝିଅ ଜନ୍ମର ୪ମାସ ପରେ ପୁଣି ଥରେ ମାଆ ହେବାକୁ ଯାଉଛନ୍ତି ବୋଲି କହିଥିଲେ। ବିବାହର ୧୧ ବର୍ଷ ପରେ, ଦେବିନା ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ଏବେ ପୁଣି ଥରେ ମାଆ ହୋଇଛନ୍ତି। ତେବେ ଗୁରମିତ୍‌ଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍‌ ଶୁଭେଚ୍ଛା ଜଣାଉଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login