The Ultimate Managed Hosting Platform
ADVERTISEMENT

ଦେବଗଡରେ ମିଳିଛି ସୁନାର ସନ୍ଧାନ : କେନ୍ଦ୍ର ମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଜିଏସଆଇ ର ଅନୁସନ୍ଧାନ ବେଳେ ଓଡିଶାର ଦେବଗଡ ଜିଲ୍ଲା ଅଡାସ ଅଂଚଳରେ ତମ୍ବା ସହ ସୁନାର ସନ୍ଧାନ ମିଳିଛି । ଏଠାରେ ୦.୯ ଏମଟି ସୁନା ଥିବା ଆକଳନ କରାଯାଉଛି । ଏହାର ନିଲାମ ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ସୁନା ବ୍ଲକର ନିଲାମ ପରେ ସଫଳ ନିଲାମଧାରୀଙ୍କ ଦ୍ୱାରା ହୋର ଉତ୍ତୋଳନ କରାଯାଇ ପାରିବ ବୋଲି ଆଜି ରାଜ୍ୟ ସଭାରେ ବିଜେପି ସାଂସଦ ବ୍ରିଜ ଲାଲଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login