The Ultimate Managed Hosting Platform
ADVERTISEMENT

ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍

Facebook
Twitter
LinkedIn

ବ୍ରହ୍ମପୁର : ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । ଦୋଷୀ କୃଷ୍ଣଚନ୍ଦ୍ର ପ୍ରଧାନକୁ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୯ ଧରାକୋଟ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା । ଏହି ମାମଲାର ଶୁଣାଣୀ ହୋଇ ଦୋଷୀକୁ ଦଣ୍ଡ ଦେଇଛନ୍ତି ମାନ୍ୟବର କୋର୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login