The Ultimate Managed Hosting Platform
ADVERTISEMENT

ଦୁର୍ଘଟଣା ; ଜଣେ ମୃତ, ୩ ଗୁରୁତର

Facebook
Twitter
LinkedIn

ଦିଗପହଣ୍ଡି : ବାଇକରେ ଦୁର୍ଘଟଣା । ଜଣଙ୍କର ଜୀବନ ଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଦିଗପହଣ୍ଡି ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ପୃଥକ ପୃଥକ ଦୁର୍ଘଟଣା ଘଟିଛି । ମୈାଲାଭଣଜା ବ୍ରିଜ ନିକଟରେ ତଳକୁ ଖସି ପଡିଲା ବାଇକ । ଘଟଣାସ୍ଥଳରେ ଧରମପୁର ଗାଁର ଜଣେ ଯୁବକ ମୃତ୍ୟୁ । ଦିଗପହଣ୍ଡି ଥାନା ସମ୍ମୁଖରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ବାଇକ ଭାଙ୍ଗି ଚୁରମାର ହୋଇଯାଇଛି । ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login