ହାଇଦ୍ରାବାଦ : ସଡକ ଦୁର୍ଘଟଣାରେ ବିଆରଏସ ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ । ହାଇଦ୍ରାବାଦ ପାଟନତେରୁଭ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରରେ ପିଟି ହେଲା ବିଧାୟିକାଙ୍କ ଗାଡି । ଘଟଣାସ୍ଥଳରେ ବିଧାୟିକାଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର । ୭ ବର୍ଷ ବୟସରେ ବିଧାୟିକା ନନ୍ଦିତାଙ୍କ ମୃତ୍ୟୁ ହୋଇଛି। ତେଲେଙ୍ଗାନା ରାଜନୀତିରେ ପ୍ରମୁଖ ବ୍ୟକ୍ତିତ୍ବ ଥିଲେ ଲାସ୍ୟା ନନ୍ଦିତା। ତେଲେଙ୍ଗାନାରୁ ପ୍ରଥମ ଥର ବିଧାୟିକା ହୋଇଥିଲେ ଲାସ୍ୟା ନନ୍ଦିତା। ୨୦୧୬ରେ କାଭାଡିଗୁଡ଼ାର କର୍ପୋରେଟର ଭାବେ ଲାସ୍ୟା କାମ କରୁଥିଲେ। ତାଙ୍କ ବିଧାୟକ ବାପା ଜି. ସାୟାନାଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ପାଦ ଦେଇ ବିଜୟୀ ହୋଇଥିଲେ।
Views: 78