The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାରେ ତେଲନଦୀକୁ ଖସିଲା ବାଇକ, ୨ ଗୁରୁତର

Facebook
Twitter
LinkedIn

ସୁବର୍ଣ୍ଣପୁର: ତେଲନଦୀକୁ ଖସିଲା ବାଇକ । ସୁବର୍ଣ୍ଣପୁର ମନମୁଣ୍ଡାରାସ୍ତାର ତେଲନଦୀ ବ୍ରିଜରେ ବାଇକକୁ ଧକ୍କା ଦେଲା ଚାରି ଚକିଆ ପିକଅପ ଗାଡି । ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ତେଲନଦୀ ବ୍ରିଜ ତଳକୁ ଛିଟିକି ପଡିଥିବା ଜଣାଯାଇଛି । ଉଭୟଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ଆହତ ହୋଇଥିବା ଉଭୟଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login