ଭୁବନେଶ୍ୱର :ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା । ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପ ର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । ରାଜଧାନୀ ପ୍ରମୁଖ ରାସ୍ତାଗୁଡିକରେ ଭାରିଯାନ ଯିବା ଆସିବା ବାରଣ । ରସୁଲଗଡରୁ ଲିଙ୍ଗିପୁର , ବାଣୀବିହାରରୁ ଶିଶୁଭବନ ଛକ ଭାରିଯାନ ମନା । ଆଚାର୍ଯ୍ୟବିହାରରୁ କଳିଙ୍ଗ ହସ୍ପିଟାଲ ଓ ନ୍ୟୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ବାରଣ । ଜୟଦେବ ବିହାର ଛକରୁ ନନ୍ଦନକାନନ ଓ ରାଜଭବନ ପର୍ଯ୍ୟନ୍ତ ଭାରିଯାନ ମନା । ସିଆରପି ଛକ ଠାରୁ ପାୱାର ହାଉସ , ଖଣ୍ଡଗିରିରୁ ପୋଖରୀପୁଟ ପର୍ଯ୍ୟନ୍ତ ବାରଣ ।
Views: 47