The Ultimate Managed Hosting Platform
ADVERTISEMENT

ଦୁଇ ଟ୍ରକ ମଝିରେ ଚାପି ହୋଇ କାର ଚୁରମାର, ୨ ମୃତ

Facebook
Twitter
LinkedIn

ବାରିପଦା : ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର । ଫଳରେ କାର ସମ୍ପୁର୍ଣ୍ଣ ଚୁରମାର ହୋଇଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏନଏଚ ୪୯ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା । ମୃତ୍ୟୁ ବରଣ କରିଥିବା ୨ ଜଣ ହେଉଛନ୍ତି ମହିଳା ।ଘାଟି ରାସ୍ତାରେ ଦୁଇ ଟ୍ରକ ମଝିରେ ଚାପି ହୋଇ କାର ଚୁରମାର । ଗୋଟିଏ ପରିବାରର ୭ ଜଣ କାରରେ ଖଡଗପୁରରୁ ଆସିଥିଲେ । ଦୁଆରଶୁଣୀ ମନ୍ଦିର ଦର୍ଶନକୁ ଆସିଥିବା ବେଳେ ଦୁର୍ଘଟଣା । କାରରେ ଥିବା ଅନ୍ୟ ୫ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login