The Ultimate Managed Hosting Platform
ADVERTISEMENT

ଦୁଃଖ ଦେଉଛି ଦର୍ଶନ ଅବ୍ୟବସ୍ଥା : ବୈଜୟନ୍ତ

Facebook
Twitter
LinkedIn

ଭୁବନେଶ୍ୱର : ଶ୍ରୀଜିଉଙ୍କ ଦର୍ଶନ ଅବ୍ୟବସ୍ଥା ଦୁଃଖ ଦେଉଛି କହିଲେ ବୈଜୟନ୍ତ ପଣ୍ଡା । ସାମ୍ବାଦିକଙ୍କ ପ୍ରଶ୍ନରେ ମତ ରଖିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିବାରେ ଅସୁବିଧା ହେବା ଉଚିତ ନୁହେଁ । ରତ୍ନ ଭଣ୍ଡାରଠୁ ଆରମ୍ଭ କରି ଏସବୁ ଅବହେଳା ଦେଖିକି ଦୁଃଖ ଲାଗୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login