The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ସରକାରଙ୍କ ଘୋଷଣା , ହୋଲି ଓ ଦୀପାବଳିରେ ମାଗଣା ସିଲିଣ୍ଡର

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀରେ ନୂଆ ସରକାର ଗଠନ ହୋଇଛି । ଗୁରୁବାର ରାତିରେ ପ୍ରଥମ କ୍ୟାବିନେଟ୍ ବୈଠକ ମଧ୍ୟ ବସିଥିଲା । ଏବେ ବିଜେପି ସରକାର ଆଗରେ ନିଜର ପ୍ରତିଶ୍ରୁତି ପୂରଣ କରିବାର ଚ୍ୟାଲେଞ୍ଜ ରହିଛି । ଏହାରି ମଧ୍ୟରେ ସୂଚନା ରହିଛି ଯେ ଦିଲ୍ଲୀବାସୀଙ୍କୁ ହୋଲି ଏବଂ ଦୀପାବଳିରେ ମାଗଣା ସିଲିଣ୍ଡର ଦେବାକୁ ସରକାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।କ୍ୟାବିନେଟ୍ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିରସା କହିଛନ୍ତି, ଆଗାମୀ ଦୁଇ ଦିନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏ ବିଷୟରେ ନିଷ୍ପତ୍ତି ନିଆଯିବ । ଏହା ସହିତ ବର୍ଷର ଅନ୍ୟ ୧୦ଟି ସିଲିଣ୍ଡର ୫୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ କରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login