The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ କାଲି ବସିବ CCS ବୈଠକ

Facebook
Twitter
LinkedIn

ନୂଆଦିଲ୍ଲୀ : ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ପର୍କିତ ବୈଠକ । ଆସନ୍ତାକାଲି ୫ଟା ୩୦ରେ ବସିବ ସିସିଏସ ବୈଠକ । ଅନ୍ୟପ୍ଣଙ୍କ ଏହି ଘଟଣାରେ ଗୃହ ମନ୍ତ୍ରୀ ଅମିତ୍ ଶାହ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ଦିଲ୍ଲୀ ପୋଲିସ, ଏନଏସଜି, ସୁରକ୍ଷା ଏଜେନ୍ସୀ ଏବଂ ସେନାର ଟିମ ବିସ୍ଫୋରଣ ସ୍ଥାନରେ ଉପସ୍ଥିତ ରହିଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ଟ୍ରାଫିକ ପୋଲିସ ଆଡଭାଇଜରୀ ଜାରି କରିଛି । ଲୋକଙ୍କୁ କିଛି ରାସ୍ତା ଦେଇ ନ ଯିବାକୁ ବାରଣ କରାଯାଇଛି ।
ଦିଲ୍ଲୀ ଟ୍ରାଫିକ ପୋଲିସ ଟ୍ବିଟ୍ କରି ଆଡଭାଇଜରୀ ଜାରି କରିଛି । ଲାଲକିଲ୍ଲା ବିସ୍ଫୋରଣ ପରେ ଆର୍ମିର ଏକ ଟିମ୍ ବିସ୍ଫୋରଣ ସ୍ଥାନରେ ପହଞ୍ଚିଛି । ଗତକାଲି ସନ୍ଧ୍ୟା ୭ଟା ସମୟରେ ଏକ କାର୍ ବିସ୍ଫୋରଣ ହୋଇଥିଲା । ଦିଲ୍ଲୀ ପୋଲିସ, ଏଫଏସଏଲ ଏବଂ ଅନ୍ୟ ସମସ୍ତ ଅନେକ ଏଜେନ୍ସୀ ଘଟଣାସ୍ଥଳରେ ଯାଞ୍ଚ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login