ନୂଆଦିଲ୍ଲୀ : ଦିଲ୍ଲୀ ସରକାର ନେଲେ ବଡ ନିଷ୍ପତ୍ତି । ମନ୍ତ୍ରୀ କପିଲ ମିଶ୍ରାଙ୍କ ବଡ ସୂଚନା । ଦିଲ୍ଲୀରେ ଗ୍ରାଫ୍-୪ ସ୍ଥିତି । କାଲିଠାରୁ ଦିଲ୍ଲୀରେ ୱାର୍କ ଫ୍ରମ ହୋମ ଜରୁରୀ । ପ୍ରଦ୍ୟୁଷଣକୁ ନଜରରେ ରଖି ଆସନ୍ତାକାଲିଠୁ ସବୁ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ ହୋମରେ କାମ କରିବେ । ନିୟମ ଉଲଂଘନ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୂ ପ୍ରଦ୍ୟୁଷଣ ବଢ଼ିଚାଲିଛି । ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
Views: 64











