The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ୪ ଗ୍ୟାଙ୍ଗଷ୍ଟାରଙ୍କୁ ଏନକାଉଣ୍ଟର

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀରେ ୪ ଗ୍ୟାଙ୍ଗଷ୍ଟାରଙ୍କୁ ପୋଲିସର ଏନକାଉଣ୍ଟର । ବିହାରର ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାରଙ୍କୁ ଏନକାଉଣ୍ଟର । ଦିଲ୍ଲୀ ବାହାଦୂର ଶାହ ମାର୍ଗରେ ୪ ଜଣଙ୍କୁ ଏନକାଉଣ୍ଟର । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନ । ଏମାନେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିସ୍ଫୋରଣ କରିବାକୁ ଉଦ୍ୟମ କରୁଥିଲେ । ପୋଲିସ ଉପରକୁ ଫାୟରିଂ ବେଳେ ଏମାନେ ସଫା ହୋଇଛନ୍ତି । ଦୀର୍ଘ ଦିନ ଧରି ପୋଲିସ ଟାର୍ଗେରେ ଏହି ୪ ଗ୍ୟାଙ୍ଗଷ୍ଟର ଥିଲେ ।
ବୁଧବାର ବିଳମ୍ବିତ ରାତିରେ ବାହାଦୁର ଶାହ ମାର୍ଗରେ ଏହି ଏନକାଉଣ୍ଟର ହୋଇଥିଲା । ନିହତ ଗ୍ୟାଙ୍ଗଷ୍ଟରମାନେ ହେଲେ ରଞ୍ଜନ ପାଠକ, ବିମଲେଶ ମାହାତୋ, ମନୀଷ ପାଠକ ଏବଂ ଅମନ ଠାକୁର । ଚାରି ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login