The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ୧୦୦ ବିମାନ ବାତିଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀରେ ଦୃଶ୍ୟମାନ କମ ପାଇଁ ୧୦୦ ବିମାନ ବାତିଲ । ୩୦୦ରୁ ଉଦ୍ଧ୍ୱର୍ ବିମାନ ବିଳମ୍ବରେ ଚାଲୁଥିବା ସୂଚନା । କୁହୁଡି ପାଇଁ ଲିଓନେଲ ମେସିଙ୍କ ଦିଲ୍ଲୀ ପହଁଚିବା ମଧ୍ୟ ବିଳମ୍ବ । ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଥିବା ୪ଟି ବିମାନ ବିଳମ୍ବିତ । ସୂଚନାନୁଯାୟୀ, ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କମ୍ ହୋଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦୦ ଟି ବିମାନ ବାତିଲ କରାଯାଇଛି । ୩୦୦ରୁ ଉର୍ଦ୍ଧ୍ବ ବିମାନ ବିଳମ୍ବରେ ଚାଲୁଥିବାର ସୂଚନା ମିଳୁଛି । ଆଜି ଭୁବନେଶ୍ବରରୁ ଦିଲ୍ଲୀ ଯିବାକୁ ଥିବା ୪ ଟି ବିମାନ ବିଳମ୍ବରେ ଚାଲୁଛି । ଏହି ସମୟରେ ବିମାନ ଉଡ଼ାଣ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି । ଏଥିସହିତ ଘରୁ ବାହାରିବା ପୂର୍ବରୁ ୱାଟସ୍ ଦେଖି ବାହାରିବାକୁ ପରାମର୍ଶ ଦିଆଯାଇଛି । ଘନ କୁହୁଡ଼ି ଯୋଗୁଁ ଅଧିକାଂଶ ଲୋକ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ବିପଦରେ ପଡୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login