The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ଅଗ୍ନିକାଣ୍ଡ : ୪ ଜୀବନ୍ତ ଦଗ୍ଧ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ଶାସ୍ତ୍ରୀନଗରରେ ଭୟାବହ ଅଗ୍ନିକାଣ୍ଡ । ୪ ଜଣ ଜୀବନ୍ତ ଦଗ୍ଧ । ଆବାସିକ କୋଠାରେ ନିଆଁ ଲାଗି ୨ ଶିଶୁ ସମେତ ୪ ଜୀବନ୍ତ ଦଗ୍ଧ । ଗ୍ରାଉଣ୍ଡ ଫ୍ଲୋରରେ ଥିବା ପାର୍କିଂ ସ୍ଥାନରୁ ନିଆଁ ବ୍ୟାପିଥିବା ସୂଚନା । ଏହି ଅଗ୍ନିକାଣ୍ଡରେ ମୋଟ ୯ ଜଣ ଆହତ ହୋଇଥିବା କୁହାଯାଉଛି। ଏଥିରେ ୩ ଜଣ ପୁରୁଷ , ୪ଜଣ ମହିଳା ଓ ଦୁଇ ଜଣ ଶିଶୁ ରହିଛନ୍ତି । ସମସ୍ତଙ୍କୁ ନିକଟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ନିଆଁ ଲାଗିବାର କିଛି ସମୟ ପରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ବହୁ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ଟିମ୍।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login