ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ଦିଲ୍ଲୀରେ ବାୟୁର ଗୁଣବତ୍ତା ଖରାପ ସ୍ଥିତି ଦେଖି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ବଡ ନିଷ୍ପତ୍ତି ନେଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ୧୩ରୁ ୨୦ ନଭେମ୍ବର ପର୍ୟ୍ୟନ୍ତ ଲାଗୁ ରହିବ ଅଡ-ଇଭିନ୍ ଫର୍ମୁଲା ଲାଗୁ କରିଛନ୍ତି ସରକାର । ଏହା ଅଧୀନରେ ସପ୍ତାହରେ କିଛି ଦିନ କେବଳ ଇଭିନ୍ ନମ୍ବର ପ୍ଲେଟ୍ ଥିବା ଯାନଗୁଡିକ ରାସ୍ତାରେ ଚାଲିପାରିବ ଏବଂ ଅବଶିଷ୍ଟ ଦିନରେ ଅଡ୍ ନମ୍ବର ପ୍ଲେଟ୍ ଥିବା ଯାନଗୁଡିକ ଚାଲିବ । ଏଥିପାଇଁ ଏକ କାର୍ୟ୍ୟସୂଚୀ ଜାରି କରାଯିବ ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଆବଶ୍ୟକ ସେବା ଯୋଗାଉଥିବା ଟ୍ରକ, ସିଏନଜି, ଇଲେକ୍ଟ୍ରି ଗାଡି ଛଡା ସମସ୍ତ ଟ୍ରକ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ଦିଲ୍ଲୀରେ ନିର୍ମାଣ କାର୍ୟ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ ।
ଏହାପୂର୍ବରୁ ସରକାର ସ୍କୁଲଗୁଡିକୁ ୧୦ ତାରିଖ ପର୍ୟ୍ୟନ୍ତ ବନ୍ଦ କରିଛନ୍ତି । ସେହିପରି କ୍ଲାସ ୬ରୁ କ୍ଲାସ ୯ମ ଏବଂ ୧୧ ପର୍ୟ୍ୟନ୍ତ ଅନଲାଇନ କ୍ଲାସ୍ ଚାଲିବ । କେବଳ ୧୦ମ ଏବଂ ୧୨ଶ ପିଲାଙ୍କ ପାଇଁ ସ୍କୁଲ ଖୋଲା ରହିବ । ୨୦୧୬ରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଅଡ ଇଭିନ୍ ନମ୍ବର ଲାଗୁ ହୋଇଥିଲା ।
ଦିଲ୍ଲୀକୁ ଫେରିଲା ଅଡ-ଇଭିନ୍ ଫର୍ମୁଲା

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...