The Ultimate Managed Hosting Platform
ADVERTISEMENT

ଦାର୍ଜିଲିଂରେ ପ୍ରବଳ ବର୍ଷା ଓ ଭୂସ୍ଖଳନ , ଭାଙ୍ଗିଲା ବ୍ରିଜ

Facebook
Twitter
LinkedIn

ଦାର୍ଜିଲିଂ : ଶ୍ଚିମବଙ୍ଗ ଦାର୍ଜିଲିଂରେ ପ୍ରବଳ ବର୍ଷାର ତାଣ୍ଡବ । ଭୟଙ୍କର ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ । ଦୁର୍ଘଟଣାରେ ୧୦ ଜଣଙ୍କରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଭୂସ୍ଖଳନ ଯୋଗୁଁ ମିରିକ ଏବଂ କୁର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ବ୍ରିଜ ମଧ୍ୟ ଭୁଶୁଡ଼ି ପଡ଼ିଛି । ଭୂସ୍ଖଳନରେ ଗାଁରୁ ଜାତୀୟ ରାଜପଥ ପର୍ୟ୍ୟନ୍ତ ରାସ୍ତା କାଦୁଅ ତଳେ ପୋତି ହୋଇଯାଇଛି । ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି ସୁରକ୍ଷାକର୍ମୀ । ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି । ପାହାଡ ଅଞ୍ଚଳରେ ଭୂସ୍ଖଳନ ବିପଦ ବଢିଛି । ସିଲିଗୁଡି ଏବଂ ସିକ୍କିମକୁ ଯୋଡୁଥିବା ବିକଳ୍ପ ମାର୍ଗ, ଜାତୀୟ ରାଜପଥ ୭୧୭ରୁ ଭୂସ୍ଖଳନ ଯୋଗୁଁ ଭାଙ୍ଗିପଡିଥିବା ମାଟି ହଟାଯାଉଛି । ଯାତାୟତ ସୁଗମ କରିବା ପାଇଁ କାର୍ୟ୍ୟ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login