The Ultimate Managed Hosting Platform
ADVERTISEMENT

ଦଶରଥପୁରରେ ପଶିଲା ହାତୀ

Facebook
Twitter
LinkedIn

ଯାଜପୁର : ଦଶରଥପୁର ପଞ୍ଜରା ସାହି ସ୍କୁଲ ପଛରେ ହାତୀ । ହ୍ରଦଗଡ ଜଙ୍ଗଲୀ ହାତୀଟି ବୈତରଣୀ ନଦୀ ଦେଇ ଆସିଥିବା ସୂଚନା ।ଏତେ ପାଖରୁ ହାତୀକୁ ଦେଖି ଗାଁ ଲୋକେ ଭୟଭୀତ । ହାତୀଟିକୁ ଜଙ୍ଗଲକୁ ଘଉଡାଇବା ପାଇଁ ପହଁଚିଲେ ବନ କର୍ମଚାରୀ । ତେବେ ଖାଦ୍ୟ ଅନ୍ୱେଷଣରେ ହାତୀଟି ଗାଁ ମୁହାଁ ହୋଇଥିବା ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login