The Ultimate Managed Hosting Platform
ADVERTISEMENT

ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାରେ ଚାଲିଗଲା ସମସ୍ତ ଯାତ୍ରୀଙ୍କ ଜୀବନ, ଅବତରଣ ବେଳେ ଖସିପଡି ହୋଇଥିଲା କ୍ରାସ

Facebook
Twitter
LinkedIn

ନୂଆଦିଲ୍ଲୀ : ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ବିମାନରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ବେଳେ ରନ୍ୱେରେ କ୍ରାସ୍ ହୋଇଯାଇଥିଲା ଯାତ୍ରୀବାହି ବିମାନ । ବିମାନରେ ୬ କ୍ରୁ ମେମ୍ବରଙ୍କ ସମେତ ୧୭୫ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ସମୟର ଏକ ଭିଡିଓ ବି ସାମ୍ନାକୁ ଆସିଛି । ରନୱେରେ ଲାଣ୍ଡିଂବେଳେ ବିମାନଟି କ୍ରାସ୍ ହୋଇ ଜଳି ଉଠୁଥିବା ଦେଖିବାକୁ ମିଳିଛି ଭିଡିଓରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login