The Ultimate Managed Hosting Platform
ADVERTISEMENT

ତୃତୀୟ ବାର୍ଷିକ ବମ୍ଫକୁଦ ପ୍ରିମିୟର ଲିଗ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

Facebook
Twitter
LinkedIn

କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ଫୁଲନଖରା ନିକଟସ୍ଥ , ମା ଯୋଗିଆଣୀ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ତୃତୀୟ ବାର୍ଷିକ ବିପିଏଲ ବମ୍ଫକୁଦ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଗୁରୁବାର ଦିନ ବମ୍ଫକୁଦ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ କୁ ସମାଜ ସେବୀ ଆଇନଜୀବୀ ସ୍ୱାଧିନଚେତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଆୟୋଜିତ ଉସ୍ଚବ ରେ ପଣ୍ଡିତ ପ୍ରବିର ପତି ସାଗର ନନା , ଧୃବ ଚରଣ ଜେନା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମ ଉଦଘାଟନୀ ମ୍ୟାଚର ଟସ୍ ଜିଣି ଏମ କେ କଳିଙ୍ଗ ଟିମ ବ୍ୟାଣ୍ଟିଙ୍ଗ ନେଇ କିଙ୍ଗଷ୍ଟାର ଇଲେଭେନକୁ ସୁଯୋଗ ଦେଇ ଥିଲା । ଉଦଘାଟନ ମ୍ୟାଚରେ କିଙ୍ଗଷ୍ଟାର ଟିମ ୬ ଉଇକେଟ ବିନିମୟରେ ୮୯ ରନ କରିଥିଲା । ଏହାର ପ୍ରତି ଜବାବରେ ଏମ କେ କଳିଙ୍ଗ ଟିମ ୭ ଉଇକେଟ ହରାଇ ୯୩ ରନ କରି ବିଜୟୀ ହାସଲ କରିଥିଲେ । କ୍ରୀଡା ପରିଚାଳନା କରିଥିଲେ ଟୁନା ଜେନା ଏବଂ କ୍ଲବର ସମସ୍ତ ସଦସ୍ୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login