ଜଳେଶ୍ୱର : ତାଲା ଭାଙ୍ଗି ମନ୍ଦିରରୁ ଚୋରି କରି ନେଲେ ଦୁର୍ବୁତ୍ତ । ଜଳେଶ୍ୱର ଥାନା ବାଗପୁଞ୍ଜି ଗାଁ ଶିବ ମନ୍ଦିରରୁ ଚୋରି । ୨୦ କେଜିର ତମ୍ବା ସର୍ପ , ସୁନା ଅଳଙ୍କାର ସହ ଦାନହୁଣ୍ଡି ନେଇଗଲେ । ତେବେ ଆଜି ସକାଳେ ଗ୍ରାମବାସୀମାନେ ତାଲା ଭାଙ୍ଗି ଥିବା ଦେଖ୍ ମନ୍ଦିରର ପୂଜକକୁ ପ୍ରଥମେ ଖବର ଦେଇଥିଲେ। ଏହାପରେ ପୂଜକ ମନ୍ଦିରକୁ ଆସି ତାଲା ଭାଙ୍ଗି ତଳେ ପଡି ଥôବାର ଦେଖି ଜଳେଶ୍ବର ପୋଲିସକୁ ଖବର ଦେଇ ଥିଲୋ ଖବର ପାଇ ଜଳେଶ୍ବର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ମନ୍ଦିରରୁ ଠାକୁରଙ୍କର ସମସ୍ତ ସୁନା ଅଳଙ୍କାର ଏବଂ ଆସବାବପତ୍ର, ୨୦ କିଲୋର ତମ୍ବା ନାଗ ସାପ, ଡାକବାଜି ଯନ୍ତ୍ର ଲୁଟ୍ କରିନେଇଛନ୍ତି ଦୁର୍ବୁତ୍ତ ମାନେ। ତେବେ ଆନୁମାନିକ ଦୁଇ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷପତ୍ର ଚୋରି ହୋଇଥିବା ପୂଜକ କହିଛନ୍ତି। ଗତ ଜାନୁଆରୀ ମାସ ୧୩ ତାରିଖରେ ମଧ୍ୟ କମର୍ଦା ଥାନା କାନପୁର ତାରିଣୀ ମନ୍ଦିରରୁ ଏଭଳି ଲୁଟ ହୋଇଥିଲା। ଶେଷରେ ଠାକୁରଙ୍କୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ । ମନ୍ଦିରରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ ।
ତାଲାଭାଙ୍ଗି ମନ୍ଦିରରୁ ଚୋରି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











