The Ultimate Managed Hosting Platform
ADVERTISEMENT

ତଣ୍ଟି କାଟିଲେ ଗଣିତ ଶିକ୍ଷକ

Facebook
Twitter
LinkedIn

ଉମରକୋଟ : ନିଜ ତଣ୍ଟି କାଟି ଦେଲେ ଗଣିତ ଶିକ୍ଷକ । ରାଇଘର ବ୍ଲକ କରୋପାରା ଗାଁ ହାଇସ୍କୁଲର ହେଉଛନ୍ତି ଗଣିତ ଶିକ୍ଷକ । ଶିକ୍ଷକ ଆଶିଷ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘରେ ଥିବା ବେଳେ ତଣ୍ଟି କାଟିଥିବା ସୂଚନା । ତେବେ କାହିଁକି ଓ କେଉଁଥି ପାଇଁ ତଣ୍ଟି କାଟିଲେ ତାହାର କାରଣ ଅସ୍ପଷ୍ଟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login