The Ultimate Managed Hosting Platform
ADVERTISEMENT

ଡ୍ରାଇଭର ଆନେ୍ଦାଳନ ସ୍ଥଗିତ –କମିଶନର

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶାରେ ଡ୍ରାଇଭର ଆନେ୍ଦାଳନ ସ୍ଥଗିତ ସୂଚନା । ସ୍ଥଗିତ ରହିବା ନେଇ ପରିବହନ କମିଶନରଙ୍କ ସୂଚନା । ପରିବହନ କମିଶନରଙ୍କ ଅମିତାଭ ଠାକୁରଙ୍କ ସୂଚନା । ଡ୍ରାଇଭର ସଂଘ ସହ ସରକାରଙ୍କ ଆଲୋଚନା ହୋଇଛି । ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ପରିବହନ ବିଭାଗକୁ ସହ ଯୋଗ କରି ଆନେ୍ଦାଳନ ସ୍ଥଗିତ ରଖିଛନ୍ତି । ଭାରତ ସରକାରଙ୍କ ସହ ସେମାନଙ୍କର ଆନେ୍ଦାଳନ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login