The Ultimate Managed Hosting Platform
ADVERTISEMENT

ଡେପୁଟି ରେଞ୍ଜର ବାବୁଙ୍କ ଘରେ ଦେଢକୋଟି ଟଙ୍କା , ସୁନା ବିସ୍କୁଟ

Facebook
Twitter
LinkedIn

ଜୟପୁର : ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢାଉ ଜାରି । ପି.ଆର ପେଟା ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ରେଡ । ଭୁବନେଶ୍ୱର ରଘୁନାଥପୁରରେ ଥିବା ନିଜ ଭାଇ ଘରେ ହେଉଛି ଚଢାଉ । ରାମଚନ୍ଦ୍ରଙ୍କ ବାସ ଭବନରୁ ମିଳିଲା ନଗତ ୧ କୋଟି ୪୪ ଲକ୍ଷ ଟଙ୍କା । ୪ଟି ସୁନା ବିସ୍କୁଟ ଓ ୧୬ଟି ସୁନା କଏନ ବି ମିଳିଲା । ପ୍ରତି ସୁନା କଏନର ଓଜନ ୧୦ ଗ୍ରାମ ରହିଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ ଚାଲିଛି । ସାମିଲ ଅଛନ୍ତି ୬ ଡ଼ିଏସପି, ୫ ଇନିସ୍ପେକ୍ଟରଙ୍କ ସମେତ ୯ଜଣ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login