ନୂଆଦିଲ୍ଲୀ : ମନ କୀ ବାତରେ ଡି ପ୍ରକାଶ ରାଓଙ୍କୁ ମନ ପକାଇଲେ ମୋଦୀ । ଚା ବିକି କିପରି ସେବା କରୁଥିଲେ କହିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ରେଡିଓ କାର୍ୟ୍ୟକ୍ରମ ମନ୍ କି ବାତ୍ ଆଜି ୧୦୦ତମ ଏପିସୋଡ୍ ପୂରଣ କରିଛି । ଏହି ଅବସରରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ମନ୍ କି ବାତର ୧୦୦ତମ ଏପିସୋଡରେ ସ୍ଥାନ ପାଇଲେ କଟକର ଦିବଂଗତ ସମାଜସେବୀ ଡି. ପ୍ରକାଶ ରାଓ । ତାଙ୍କୁ ଆଜି ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ । ଚା’ ବିକି ପ୍ରକାଶ ରାଓ କିଭଳି ସେବା କରୁଥିଲେ କହିଥିଲେ । ଗରିବ ପିଲାଙ୍କ ପାଠପଢ଼ା ନେଇ ପ୍ରକାଶ ରାଓଙ୍କ ଅବଦାନ କଥା କହିଥିଲେ ପ୍ରଧାନମନ୍ତ୍ରୀ । କଟକ ଗସ୍ତରେ ଆସିଥିବା ବେଳେ ଡି. ପ୍ରକାଶ ରାଓଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ।
ମନ୍ କି ବାତର ଏହି ସଂସ୍କରଣକୁ ନିଆରା କରିବା ଲାଗି ଦେଶବ୍ୟାପୀ ୪ ଲକ୍ଷ କେନ୍ଦ୍ରରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ହୋଇଥିଲା ପ୍ରସାରଣ ବ୍ୟବସ୍ଥା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମନ୍ କି ବାତର ପ୍ରଥମ ଏପିସୋଡକୁ ମନେ ପକାଇଥିଲେ । ସେ କହିଛନ୍ତି, ମନ୍ କି ବାତ୍ ଆଜି ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହା ତାଙ୍କ ପାଇଁ ଆସ୍ଥା, ପୂଜା ଓ ବ୍ରଜ ପାଲଟିଛି । ଅନ୍ୟର ଗୁଣରୁ ଶିକ୍ଷା କରିବାର ମିଳିଛି ଅନେକ ଅନୁଭୂତି ।
ଡି ପ୍ରକାଶ ରାଓଙ୍କୁ ମନ ପକାଇଲେ ମୋଦୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











