The Ultimate Managed Hosting Platform
ADVERTISEMENT

ଡିସେମ୍ବର ୧ରୁ ବସ ସେବା ବନ୍ଦ ଡାକରା ପ୍ରତ୍ୟାହୃତ

Facebook
Twitter
LinkedIn

ଭୁବନେଶ୍ୱର : ଡିସେମ୍ବର ୧ ତାରିଖରୁ ବସ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ । ବସ ବନ୍ଦ ଡାକରା ପ୍ରତ୍ୟାହୃତ ନେଇ ଘରୋଇ ବସ ସଂଘର ସୂଚନା । ପରିବହନ ବିଭାଗ ସହ ଆଲୋଚନା ପରେ ପ୍ରତ୍ୟାହୃତ । ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ । ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବସ୍ ମାଲିକ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏବେ ଚେକିଂ ବ୍ୟବସ୍ଥା ଲାଗୁ କରାଯିବ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login