ଭୁବନେଶ୍ୱର : ଅରୁଣ ଷଡଙ୍ଗୀଙ୍କୁ ଅତିରିକ୍ତ ଭାବେ ପୋଲିସ ଡିଜି ଦାୟିତ୍ୱ । ୧୯୯୦ ବ୍ୟାଚର ଆଇପିଏସ ଅରୁଣ ଷଡଙ୍ଗୀଙ୍କୁ ଅତିରିକ୍ତ ଦାୟିତ୍ୱ । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ବିପିଏସପିଏର ନିଦେ୍ର୍ଦଶକ ସହ ଡିଜିପି ଦାୟିତ୍ୱ ତୁଲାଇବେ ଅରୁଣ ଷଡଙ୍ଗୀ । ସ୍ଥାୟୀ ଡିଜିପି ନିଯୁକ୍ତି ଯାଏ ଦାୟିତ୍ବରେ ରହିବେ ଅରୁଣ ଷଡ଼ଙ୍ଗୀ। ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟ ପୁଲିସ ଡିଜି ଥିବା ସୁନୀଲ ବଂଶଲଙ୍କ କାର୍ୟ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଗତମାସ ନଭେମ୍ବର ୧୮ ତାରିଖରେ ରାଜ୍ୟ ସରକାର ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲଙ୍କୁ ଅବସର ଅନୁମତି ପ୍ରଦାନ କରିଥିଲେ।
Views: 95











